16 lines
1.6 KiB
Markdown
16 lines
1.6 KiB
Markdown
|
# General Information:
|
||
|
|
||
|
ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମି ତୁମକୁ କହୁଅଛି”ରେ “ତୁମେ” ବହୁବାଚକ ଅଟେ I କହିବାକୁ ଗଲେ “ବ୍ୟଭିଚାର କରନାହି”ରେ “ତୁମେ” ଏକବଚନ ଅଟେ, କିନ୍ତୁ କେତେକ ଭାଷାରେ ଏହା ହୁଏତ ବହୁବାଚକ ହେବା ଆବଶ୍ୟକ କରେ I (ଦେଖ: [[rc://*/ta/man/translate/figs-you]])
|
||
|
|
||
|
# Connecting Statement:
|
||
|
|
||
|
ଯୀଶୁ ପୁରାତନ ନିୟମକୁ କିପରି ସଫଳକଲେ ସେହି ବିଷୟରେ ଶିକ୍ଷାକୁ ଆଗକୁ ଜାରି ରଖନ୍ତି I ଏଠାରେ ସେ ବ୍ୟଭିଚାର ଓ କାମନା ବିଷୟରେ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I
|
||
|
|
||
|
# that it was said
|
||
|
|
||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ଈଶ୍ବର କହିଲେ” ବା “ଯାହା ମୋଶା କହିଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# commit
|
||
|
|
||
|
ଏହି ଶବ୍ଦର ଅର୍ଥ କାର୍ଯ୍ୟ କରିବା କିମ୍ବା କିଛି କରିବା I
|