12 lines
1.1 KiB
Markdown
12 lines
1.1 KiB
Markdown
|
# the peacemakers
|
||
|
|
||
|
ଏହି ଲୋକମାନେ ଯେଉଁମାନେ ଜଣକୁ ଅନ୍ୟମାନଙ୍କ ସହିତ ପରସ୍ପର ଶାନ୍ତିରେ ରହିବା ନିମନ୍ତେ ସାହାଯ୍ୟ କରନ୍ତି I
|
||
|
|
||
|
# for they will be called sons of God
|
||
|
|
||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଇଶ୍ବର ସେମାନଙ୍କୁ ଆପଣାର ସନ୍ତାନ କହିବେ” କିମ୍ବା “ସେମାନେ ଈଶ୍ବରଙ୍କ ସନ୍ତାନ ହେବେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# sons of God
|
||
|
|
||
|
ଏହାକୁ ଜଣେ ମନୁଷ୍ୟ ପୁତ୍ର କିମ୍ବା ସନ୍ତାନ ସଦୃଶ ବୁଝାଇବା ନିମନ୍ତେ ତୁମମାନଙ୍କ ଭାଷା ପ୍ରାକୃତିକଭାବେ ସମାନ ଶବ୍ଦ ବ୍ୟବହାର କରି “ସନ୍ତାନଗଣ” ଅନୁବାଦ କରିବା ଉତ୍ତମ ଅଟେ I
|