or_tn/jud/01/08.md

16 lines
1.0 KiB
Markdown
Raw Normal View History

2020-11-19 00:15:53 +00:00
# these dreamers
ଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା
# pollute their bodies
ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://*/ta/man/translate/figs-metaphor]])
# say slanderous things
ଅପମାନଜନକ କଥା କହନ୍ତି
# glorious ones
ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I