or_tn/jud/01/03.md

24 lines
1.1 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: [[rc://*/ta/man/translate/figs-inclusive]])
# Connecting Statement:
ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
# our common salvation
ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ
# I had to write
ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
# to exhort you to struggle earnestly for the faith
ସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
# once for all
ପରିଶେଷରେ ଓ ସମ୍ପୂର୍ଣ୍ଣରୁପେ