or_tn/jhn/18/19.md

12 lines
736 B
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ ବିବରଣୀର ଧାରା ଯୀଶୁଙ୍କ ନିକଟକୁ ଫେରିଯାଏ I
# The high priest
ଏ କୟାଫା ଥିଲେ ([ଯୋହନ ୧୮:୧୩](../18/13.md)) I
# about his disciples and his teaching
ଏଠାରେ “ତାହାଙ୍କ ଶିକ୍ଷା” ଯୀଶୁ ଲୋକମାନଙ୍କୁ ଦେଉଥିବା ଶିକ୍ଷାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ସେ ଲୋକମାନଙ୍କୁ ଦେଉଥିବା ଶିକ୍ଷା ବିଷୟରେ” (ଦେଖ: [[rc://*/ta/man/translate/figs-explicit]])