8 lines
816 B
Markdown
8 lines
816 B
Markdown
|
# I made your name known to them
|
||
|
|
||
|
“ନାମ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ କି ପ୍ରକାର, ମୁଁ ତାହା ସେମାନଙ୍କ ନିକଟରେ ପ୍ରକାଶ କରିଅଛି” (ଦେଖ: [[rc://*/ta/man/translate/figs-metonymy]])
|
||
|
|
||
|
# love ... loved
|
||
|
|
||
|
ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିୟ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I
|