or_tn/gal/04/05.md

4 lines
658 B
Markdown
Raw Normal View History

2020-11-19 00:15:53 +00:00
# redeem
ପାଉଲ ଜଣେ ବ୍ୟକ୍ତି ହରାଇଥିବା ସମ୍ପତିକୁ ମୁଲ୍ୟ ଦେଇ ଫେରାଇ ଆଣିବା କିମ୍ବା କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ବାରା ତାହାଙ୍କ ଲୋକମାନଙ୍କ ନିମନ୍ତେ ଯୀଶୁଙ୍କ ମୁଲ୍ୟର ଏକ ଚିତ୍ରଣ ସ୍ବରୁପ ଜଣେ କ୍ରିତଦାସର ସ୍ବାଧିନତାକୁ କିଣିବା ନିମନ୍ତେ ଏକ ରୁପକ ବ୍ୟବହାର କରନ୍ତି । (ଦେଖ: [[rc://*/ta/man/translate/figs-metaphor]])