or_tn/gal/01/20.md

8 lines
1.3 KiB
Markdown
Raw Normal View History

2020-11-19 00:15:53 +00:00
# before God
ପାଉଲ ଗାଲାତୀୟ ଲୋକମାନେ ଏହା ବୁଝିବା ଇଛା କରନ୍ତି ଯେ ପାଉଲ ସମ୍ପୂର୍ଣ୍ଣ ରୂପେ ଚିନ୍ତାଶୀଳ ଅଟନ୍ତି ଏବଂ ସେ ଜାଣନ୍ତି ଯେ ସେ ଯାହା କହନ୍ତି ଈଶ୍ବର ତାହା ଶୁଣନ୍ତି ଏବଂ ଯଦି ସେ ସତ୍ୟ ନକୁହନ୍ତି ତେବେ ତାହାଙ୍କର ବିଚାର କରିବେ ।
# In what I write to you, I assure you before God, that I am not lying
ପାଉଲ ଗୁରୁତ୍ବାରୋପ କରିବା ନିମନ୍ତେ ଦୃଢୋକ୍ତି ଶବ୍ଦ ବ୍ୟବହାର କରିଛନ୍ତି ଯେ ସେ ସତ୍ୟ କହୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ତୁମମାନଙ୍କ ନିକଟକୁ ଲେଖିଥିବା ସନ୍ଦେଶରେ ମୁଁ ତୁମ୍ଭମାନଙ୍କୁ ମିଥ୍ୟା କହୁନାହିଁ” କିମ୍ବା “ଯେଉଁ ବିଷୟରେ ମୁଁ ତୁମମାନଙ୍କୁ ଲେଖିଅଛି ମୁଁ ତୁମମାନଙ୍କୁ ସତ୍ୟ କହୁଛି” (ଦେଖ: [[rc://*/ta/man/translate/figs-litotes]])