or_tn/gal/01/10.md

8 lines
1.3 KiB
Markdown
Raw Normal View History

2020-11-19 00:15:53 +00:00
# For am I now seeking the approval of men or God? Am I seeking to please men?
ଏହି ଅଳଙ୍କାରିକ ପ୍ରଶ୍ନର ଉତ୍ତର “ନାହିଁ” ଆଶା କରେ । ଅନ୍ୟ ଏକ ଅନୁବାଦରେ: “ମୁଁ ମନୁଷ୍ୟମାନଙ୍କ ଅନୁମୋଦନ ଅନ୍ବେଷଣ କରେନାହିଁ, କିନ୍ତୁ ତା’ବଦଳରେ ମୁଁ ଈଶ୍ବରଙ୍କ ଅନୁମୋଦନ ଅନ୍ବେଷଣ କରେ । ମୁଁ ମନୁଷ୍ୟମାନଙ୍କୁ ଖୁସୀ କରିବାକୁ ଚାହେଁ ନାହିଁ ।” (ଦେଖ: [[rc://*/ta/man/translate/figs-rquestion]])
# If I am still trying to please men, I am not a servant of Christ
“ଯଦି” ଏବଂ “ତାପରେ” ଉଭୟ ବାକ୍ୟାଶଂ ତଥ୍ୟର ବିପରିତ ଅଟନ୍ତି । “ମୁଁ ତଥାପି ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁନାହିଁ: ମୁଁ ଖ୍ରୀଷ୍ଟଙ୍କର ଜଣେ ସେବକ ଅଟେ” ବା “ତଥାପି ଯଦି ମୁଁ ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁଛି, ତେବେ ମୁଁ ଖ୍ରୀଷ୍ଟଙ୍କ ସେବକ ହୋଇ ପାରେନାହିଁ”