or_tn/act/28/11.md

20 lines
1.4 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଯମଜ ଭ୍ରାତା କେଷ୍ଟର ଓ ପଲୁକ୍ସ୍ ଙ୍କୁ ବୁଝାଏ, ଯେଉଁମାନେ ଗ୍ରୀକ୍ ଦେବତା ବୃହସ୍ପତିଙ୍କର ଯମଜ ପୁତ୍ରଗଣ I ସେମାନେ ଜାହାଜ ଗୁଡିକର ରକ୍ଷକ ବୋଲି ଲୋକେ ଭାବୁଥିଲେ I (ଦେଖ: [[rc://*/ta/man/translate/figs-explicit]])
# Connecting Statement:
ରୋମ୍ କୁ ପାଉଲଙ୍କର ଯାତ୍ରା ଜାରି ରହିଛି I
# that had spent the winter at the island
ଶୀତ କାଳ କଟାଇବା ନିମନ୍ତେ ଜାହାଜ କର୍ମଚାରୀମାନେ ଦ୍ବୀପରେ ରହିଗଲେ
# a ship of Alexandria
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆଲେକ୍ ଜାଣ୍ଡ୍ରିଆରୁ ଆସିଥିବା ଗୋଟିଏ ଜାହାଜ, କିମ୍ବା ) ଆଲେକ୍ ଜାଣ୍ଡ୍ରିଆରେ ପଞ୍ଜିକୃତ ହୋଇଥିବା ଅବା ଅନୁମତି ପ୍ରାପ୍ତ ହୋଇଥିବା ଜାହାଜ I
# the twin gods
ଜାହାଜର ତଳ ଭାଗରେ, “ମିଥୁନ” ବୋଲି କୁହାଯାଉଥିବା ଦୁଇଟି ମୁର୍ତ୍ତି ଖୋଦିତ ହୋଇଥିଲା I ସେମାନଙ୍କର ନାମ କେଷ୍ଟର ଓ ପଲୁକ୍ସ I