or_tn/act/25/11.md

20 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# Though if I have done wrong ... no one may hand me over to them
ପାଉଲ ଏକ ପରିକଳ୍ପନା ଆଧାରିତ ଅବସ୍ଥା ବିଷୟରେ କହୁଛନ୍ତି I ଯଦି ସେ ଦୋଷୀ, ସେ ଦଣ୍ଡ ଗ୍ରହଣ କରିବେ, କିନ୍ତୁ ସେ ଜାଣନ୍ତି ଯେ ସେ ଦୋଷୀ ନୁହନ୍ତି I (ଦେଖ: [[rc://*/ta/man/translate/figs-hypo]])
# if I have done what is worthy of death
ଯଦି ମୁଁ ମୃତ୍ୟୁଦଣ୍ଡ ଯୋଗ୍ୟ କିଛି ଭୁଲ୍ କରିଛି
# if their accusations are nothing
ଯଦି ମୋ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକ ସତ୍ୟ ନୁହଁ
# no one may hand me over to them
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ମିଥ୍ୟା ଅଭିଯୋଗକାରୀ ମାନଙ୍କ ନିକଟରେ ପାଉଲଙ୍କୁ ସମର୍ପଣ କରିବା ନିମନ୍ତେ ଫେଷ୍ଟଙ୍କର ଆଇନଗତ ଅଧିକାର ନାହିଁ କିମ୍ବା ) ପାଉଲ କହୁଛନ୍ତି ଯେ ଯଦି ସେ କିଛି ଭୁଲ୍ କରିନାହାନ୍ତି, ତେବେ ଶାସନକର୍ତ୍ତା ଯିହୂଦୀମାନଙ୍କର ନିବେଦନ ମାନିବା ଉଚିତ ନୁହଁ I
# I appeal to Caesar
ମୁଁ କାଇସରଙ୍କ ନିକଟକୁ ଯିବାପାଇଁ ନିବେଦନ କରୁଅଛି ଯେପରି ସେ ମୋହର ବିଚାର କରିବେ