8 lines
921 B
Markdown
8 lines
921 B
Markdown
|
# General Information:
|
||
|
|
||
|
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଫେଷ୍ଟ ଓ ତାହାଙ୍କ ସହିତ ଯାତ୍ରା କରୁଥିବା ରୋମୀୟମାନଙ୍କୁ ବୁଝାଏ, କିନ୍ତୁ ତାହାଙ୍କ ଶ୍ରୋତାମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
|
||
|
|
||
|
# Festus answered that Paul was being held at Caesarea, and that he himself was going there soon.
|
||
|
|
||
|
ଏହାକୁ ଏକ ପ୍ରତ୍ୟକ୍ଷ ଉଦ୍ଧୃତି ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଫେରିବା” (ଦେଖ: [[rc://*/ta/man/translate/figs-quotations]])
|