16 lines
991 B
Markdown
16 lines
991 B
Markdown
|
# General Information:
|
||
|
|
||
|
ଏଠାରେ “ସେ” ପାଉଲଙ୍କର ଭଣଜାଙ୍କୁ ବୁଝାଏ I “ତାହାଙ୍କୁ” ଶବ୍ଦ ପ୍ରଧାନ ସେନାପତିଙ୍କୁ ବୁଝାଏ I
|
||
|
|
||
|
# Paul's sister's son
|
||
|
|
||
|
ପାଉଲଙ୍କ ଭଉଣୀଙ୍କ ପୁତ୍ର କିମ୍ବା “ପାଉଲଙ୍କ ଭଣଜା”
|
||
|
|
||
|
# they were lying in wait
|
||
|
|
||
|
ସେମାନେ ପାଉଲଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ କିମ୍ବା “ସେମାନେ ପାଉଲଙ୍କୁ ବଧ କରିବାକୁ ଅପେକ୍ଷା କରୁଥିଲେ”
|
||
|
|
||
|
# the fortress
|
||
|
|
||
|
ଏହି ଗଡ଼ ମନ୍ଦିରର ବାହାର ପ୍ରାଙ୍ଗଣକୁ ଲାଗି ରହିଥିଲା I [ପ୍ରେରିତ ୨୧:୩୪](../21/34.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
|