12 lines
603 B
Markdown
12 lines
603 B
Markdown
|
# Connecting Statement:
|
|||
|
|
|||
|
ପାଉଲ ମହାଯାଜକ ଓ ମହାସଭାର ସଦସ୍ୟମାନଙ୍କ ସମ୍ମୁଖରେ ଠିଆ ହେଉଛନ୍ତି ([ପ୍ରେରିତ ୨୨:୩୦](../22/30.md))I
|
|||
|
|
|||
|
# Brothers
|
|||
|
|
|||
|
ଏଠରେ ଏହାର ଅର୍ଥ “ସହ-ଯିହୂଦୀମାନେ”
|
|||
|
|
|||
|
# I have lived before God in all good conscience until this day
|
|||
|
|
|||
|
ମୁଁ ଜାଣେ ଯେ ଆଜି ଦିନ ପର୍ଯ୍ୟନ୍ତ ମୁଁ ଯାହା କରେ ବୋଲି ଇଶ୍ବର ଚାହୁଁଥିଲେ ତାହା ମୁଁ କରିଛି
|