or_tn/act/22/26.md

4 lines
488 B
Markdown
Raw Normal View History

2020-11-19 00:15:53 +00:00
# What are you about to do?
ସେନାପତି ପାଉଲଙ୍କୁ କୋରଡା ପ୍ରହାର କରାଇବାର ଯୋଜନାକୁ ପୁନର୍ବିଚାର କରିବାକୁ ନିବେଦନ କରିବା ନିମନ୍ତେ ଏହି ପ୍ରଶ୍ନ କରାଯାଇଛି I ବିକଳ୍ପ ଅନୁବାଦ: “ଆପଣ ଏହା କରିବା ଉଚିତ ନୁହେଁ!” (ଦେଖ: [[rc://*/ta/man/translate/figs-rquestion]])