8 lines
703 B
Markdown
8 lines
703 B
Markdown
|
# Connecting Statement:
|
||
|
|
||
|
ପାଉଲ ଯୀଶୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିବା ବିଷୟକୁ ବର୍ଣ୍ଣନା କରୁଛନ୍ତି I
|
||
|
|
||
|
# It happened that
|
||
|
|
||
|
ଘଟଣାଟି କେଉଁଠି ଆରମ୍ଭ ହୋଇଛି, ତାକୁ ଚିହ୍ନଟ କରିବାପାଇଁ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି I ଯଦି ତୁମ ଭାଷାରେ ଏହା କରିବାର କୌଣସି ଶୈଳୀ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ପାଇଁ ଚିନ୍ତା କରିପାର I
|