16 lines
1.3 KiB
Markdown
16 lines
1.3 KiB
Markdown
|
# and others another
|
||
|
|
||
|
“ଚିତ୍କାର କରୁଥିଲେ” ଶବ୍ଦଗୁଡିକୁ ପୂର୍ବବର୍ତ୍ତୀ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଆଉ ପରସ୍ପରକୁ ଚିତ୍କାର କରୁଥିଲେ” କିମ୍ବା “ଆଉ ଭିଡ ମଧ୍ୟରେ ଥିବା ଅନ୍ୟମାନେ ଅନ୍ୟ କିଛି କହି ଚିତ୍କାର କରୁଥିଲେ” (ଦେଖ: [[rc://*/ta/man/translate/figs-ellipsis]])
|
||
|
|
||
|
# the captain
|
||
|
|
||
|
ଏ ଜଣେ ସୈନ୍ୟ ଅଧିକାରୀ କିମ୍ବା ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ନେତା
|
||
|
|
||
|
# he ordered that Paul be brought
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ""ପାଉଲଙ୍କୁ ଆଣିବା ପାଇଁ ସେ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# into the fortress
|
||
|
|
||
|
ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I
|