12 lines
1.4 KiB
Markdown
12 lines
1.4 KiB
Markdown
|
# Paul would not be persuaded
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତାହାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ପାଉଲ ଆମ୍ଭମାନଙ୍କୁ ଅନୁମତି ଦେଉ ନ ଥିଲେ” କିମ୍ବା “ଆମ୍ଭେମାନେ ପାଉଲଙ୍କୁ ପ୍ରବର୍ତ୍ତାଇବାରେ ଅସମର୍ଥ ହେଲୁ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# persuaded
|
||
|
|
||
|
ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କ’ଣ ନ କରିବାକୁ ସେମାନେ ପାଉଲଙ୍କୁ ପ୍ରବର୍ତ୍ତାଇ ପାରିଲେ ନାହିଁ I ବିକଳ୍ପ ଅନୁବାଦ: “ଯିରୂଶାଲମକୁ ନ ଯିବାପାଇଁ ପ୍ରବର୍ତ୍ତାଇଲେ” (ଦେଖ: [[rc://*/ta/man/translate/figs-ellipsis]])
|
||
|
|
||
|
# May the will of the Lord be done
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଯେପରି ଯୋଜନା କରିଛନ୍ତି ସବୁ ବିଷୟ ସେପରି ଘଟୁ” (ଦେଖ: [[rc://*/ta/man/translate/figs-activepassive]])
|