or_tn/act/20/18.md

12 lines
1021 B
Markdown
Raw Normal View History

2020-11-19 00:15:53 +00:00
# You yourselves
ଏଠାରେ “ତୁମ୍ଭେମାନେ ନିଜେ” ଗୁରୁତ୍ବ ଦେବପାଇଁ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]])
# I set foot in Asia
ଏଠାରେ “ପାଦ” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଆସିଆରେ ପଦାର୍ପଣ କଲି” (ଦେଖ: [[rc://*/ta/man/translate/figs-synecdoche]])
# how I always spent my time with you
ଏହା ସମୟ ବିଷୟରେ କହେ ସତେ ଯେପରି ଏହା କିଛି ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ମୁଁ ନିଜେ ସର୍ବଦା କିପରି ଆଚରଣ କରିଥିଲି” (ଦେଖ: [[rc://*/ta/man/translate/figs-metaphor]])