28 lines
2.2 KiB
Markdown
28 lines
2.2 KiB
Markdown
|
# General Information:
|
||
|
|
||
|
“ତୁମ୍ଭେମାନେ” ଶବ୍ଦ ଏଫିସରୁ ଆସି ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
|
||
|
|
||
|
# Connecting Statement:
|
||
|
|
||
|
ଏଫିସ ନଗରର ବେବର୍ତ୍ତା ଲୋକମାନଙ୍କୁ ଶାନ୍ତ ହେବାପାଇଁ କହୁଛନ୍ତି I
|
||
|
|
||
|
# the town clerk
|
||
|
|
||
|
ଏହା ସହରର “ଲେଖକ” କିମ୍ବା “ସଚିବ”କୁ ବୁଝାଏ I
|
||
|
|
||
|
# what man is there who does not know that the city of the Ephesians is temple keeper ... heaven?
|
||
|
|
||
|
ଲୋକମାନେ ଯଥାର୍ଥ ବୋଲି ସେମାନଙ୍କୁ ସାନ୍ତ୍ବନା ଦେଇ ଭରସା ଦେବାକୁ ନଗରବେବର୍ତ୍ତା ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସମସ୍ତେ ଜାଣନ୍ତି ଯେ ଏଫିସୀୟ ନଗର ହେଉଛି ଆକାଶରୁ .... ମନ୍ଦିରର ପରିଚାରିକା I” (ଦେଖ: [[rc://*/ta/man/translate/figs-rquestion]]).
|
||
|
|
||
|
# who does not know
|
||
|
|
||
|
ସମସ୍ତେ ଏହା ଜାଣନ୍ତି ବୋଲି ଗୁରୁତ୍ବ ଦେବାନିମନ୍ତେ ନଗରବେବର୍ତ୍ତା “କିଏ ନ ଜାଣେ” ବାକ୍ୟାଂଶ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-litotes]])
|
||
|
|
||
|
# temple keeper
|
||
|
|
||
|
ଏଫିସୀୟ ଲୋକମାନେ ଆର୍ତ୍ତେମୀ ମନ୍ଦିରର ପରିଚାଳନା ଓ ସୁରକ୍ଷା କରୁଥିଲେ I
|
||
|
|
||
|
# the image which fell down from heaven
|
||
|
|
||
|
ଆର୍ତ୍ତେମୀ ମନ୍ଦିର ଭିତରେ ଦେବୀର ଗୋଟିଏ ପ୍ରତିମୂର୍ତ୍ତି ଥିଲା I ଏହା ଆକାଶରୁ ପଡିଥିବା ଏକ ଉଲକା ଖଣ୍ଡରେ ନିର୍ମିତ ହୋଇଥିଲା I ଲୋକମାନେ ଭାବୁଥିଲେ ଯେ ଏହି ପଥର ସିଧାସଳଖ ଗ୍ରୀକ୍ ଦେବତା (ପ୍ରତିମା)ମାନଙ୍କର ଅଧିପତି ବୃହସ୍ପତିଠାରୁ ଆସିଅଛି I
|