or_tn/act/19/06.md

8 lines
774 B
Markdown
Raw Normal View History

2020-11-19 00:15:53 +00:00
# laid his hands on them
ସେମାନଙ୍କ ଉପରେ ଆପଣା ହସ୍ତ ଦେଲେ I ସେ ସମ୍ଭବତଃ ଆପଣାର ହସ୍ତ ସେମାନଙ୍କ କାନ୍ଧ ଅବା ମସ୍ତକ ଉପରେ ଥୋଇଲେ I ବିକଳ୍ପ ଅନୁବାଦ: “ସେ ପ୍ରାର୍ଥନା କରୁ କରୁ ସେମାନଙ୍କ ମସ୍ତକ ଉପରେ ଆପଣା ହସ୍ତ ଥୋଇଲେ”
# they spoke in other languages and prophesied
[ପ୍ରେରିତ :୩-୪](../02/03.md)ରେ ଯେପରି ହୋଇଥିଲା ସେପରି ନୁହେଁ, କିଏ ସେମାନଙ୍କର ସମ୍ବାଦ ବୁଝିଲେ ତା’ର କୌଣସି ବିବରଣୀ ନାହିଁ I