or_tn/act/18/22.md

24 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଫ୍ରୁଗିଆ ଏସିଆର ଗୋଟିଏ ପ୍ରଦେଶ ଯାହା ବର୍ତ୍ତମାନର ଆଧୁନିକ ତୁର୍କୀରେ ଅଛି I [ପ୍ରେରିତ :୧୦](../02/10.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
# Connecting Statement:
ପାଉଲ ଆପଣାର ପ୍ରଚାର ଯାତ୍ରା ଜାରି ରଖୁଛନ୍ତି I
# landed at Caesarea
କାଇସରିଆରେ ପହଞ୍ଚିଲେ I “ଓହ୍ଲାଇଲେ” ର ଅର୍ଥ ଯେ ସେ ଜାହାଜରେ ଯାତ୍ରାକରି ପହଞ୍ଚିଲେ I
# he went up
ସେ ଯିରୂଶାଲମ ନଗରକୁ ଯାତ୍ରା କଲେ I ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ କାଇସରିଆ ଠାରୁ ଯିରୂଶାଲମ ଉଚ୍ଚରେ ଅବସ୍ଥିତ I
# greeted the Jerusalem church
ଏଠାରେ “ମଣ୍ଡଳୀ” ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ସଦସ୍ୟମାନଙ୍କୁ ନମସ୍କାର ଜଣାଇଲେ” (ଦେଖ: [[rc://*/ta/man/translate/figs-metonymy]])
# then went down
ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଆନ୍ତିୟଖିଆ ଯିରୂଶାଲମ ଠାରୁ ତଳରେ ଅବସ୍ଥିତ I