12 lines
1.5 KiB
Markdown
12 lines
1.5 KiB
Markdown
|
# Do not be afraid, but speak and do not be silent
|
||
|
|
||
|
ପାଉଲ ନିଶ୍ଚିତ ଭାବରେ ପ୍ରଚାର ଜାରି ରଖିବା ଉଚିତ ବୋଲି ଗୁରୁତ୍ବ ଦେବାକୁ ପ୍ରଭୁ ଗୋଟିଏ ଆଜ୍ଞାକୁ ଦୁଇଟି ଭିନ୍ନ ପ୍ରକାରେ ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ଭୟଭୀତ ହେବା ଉଚିତ ନୁହଁ, ତା’ ପରିବର୍ତ୍ତେ, ନୀରବ ନ ରହି କଥା କୁହ” (ଦେଖ: [[rc://*/ta/man/translate/figs-parallelism]])
|
||
|
|
||
|
# speak and do not be silent
|
||
|
|
||
|
ପାଉଲଙ୍କୁ କଥା କହିବା ପାଇଁ ଦୃଢ଼ଭାବରେ ଆଜ୍ଞା ଦେବା ସକାଶେ ପ୍ରଭୁ ସେହି ଗୋଟିଏ ଆଜ୍ଞାକୁ ଦୁଇଟି ଭିନ୍ନ ପ୍ରକାରେ ଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭକୁ ନିଶ୍ଚିତ ଭାବରେ କଥା କହିବା ଜାରି ରଖିବାକୁ ହେବ” (ଦେଖ: [[rc://*/ta/man/translate/figs-doublet]])
|
||
|
|
||
|
# do not be silent
|
||
|
|
||
|
ଯାହା ପାଉଲ କୁହନ୍ତୁ ବୋଲି ପ୍ରଭୁ ଚାହୁଁଛନ୍ତି ତାହା ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ବିଷୟରେ କହିବାକୁ ବନ୍ଦ କର ନାହିଁ” (ଦେଖ: [[rc://*/ta/man/translate/figs-explicit]])
|