24 lines
1.4 KiB
Markdown
24 lines
1.4 KiB
Markdown
|
# General Information:
|
|||
|
|
|||
|
ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I
|
|||
|
|
|||
|
# Connecting Statement:
|
|||
|
|
|||
|
ପାଉଲ ଆରୟପାଗରେ ଦାର୍ଶନିକମାନଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି, ଯାହା ସେ [ପ୍ରେରିତ ୧୭:୨୨](../17/22.md)ରେ ଆରମ୍ଭ କରିଥିଲେ I
|
|||
|
|
|||
|
# Therefore
|
|||
|
|
|||
|
କାରଣ ମୁଁ ଯାହା ଏବେ କହିଅଛି ସତ୍ୟ ଅଟେ
|
|||
|
|
|||
|
# God overlooked the times of ignorance
|
|||
|
|
|||
|
ଅଜ୍ଞାନତାର ସମୟରେ ଈଶ୍ବର ଲୋକମାନଙ୍କୁ ଦଣ୍ଡ ଦେବାପାଇଁ ଇଚ୍ଛା କଲେ ନାହିଁ
|
|||
|
|
|||
|
# times of ignorance
|
|||
|
|
|||
|
ଏହା ଈଶ୍ବର ଯୀଶୁଖ୍ରୀଷ୍ଟଙ୍କ ଦେଇ ଆପଣାକୁ ସମ୍ପୂର୍ଣ୍ଣଭାବରେ ପ୍ରକାଶ କରିବାର ଓ ଲୋକେ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ବାସ୍ତବଭାବରେ ଜାଣିବାର ପୂର୍ବ ସମୟକୁ ବୁଝାଏ I
|
|||
|
|
|||
|
# all men
|
|||
|
|
|||
|
ଏହାର ଅର୍ଥ ପୁରୁଷ ହେଉ ବା ସ୍ତ୍ରୀଲୋକ ହେଉ, ସମସ୍ତେ I ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନେ” (ଦେଖ: [[rc://*/ta/man/translate/figs-gendernotations]])
|