36 lines
3.2 KiB
Markdown
36 lines
3.2 KiB
Markdown
|
# General Information:
|
||
|
|
||
|
ଏଠାରେ “ତାହାଙ୍କୁ,” ଓ “ସେ” ଶବ୍ଦଗୁଡ଼ିକ ପାଉଲଙ୍କୁ ବୁଝାଏ I
|
||
|
|
||
|
# Epicurean and Stoic philosophers
|
||
|
|
||
|
ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ସବୁ ବିଷୟ ଆକସ୍ମିକଭାବେ ସୃଷ୍ଟି ହୋଇଛି ଓ ଦେବତାମାନେ ତାଙ୍କର ଆମୋଦ ପ୍ରମୋଦରେ ଏତେ ବ୍ୟସ୍ତ ଯେ ସମଗ୍ର ବିଶ୍ବକୁ ପରିଚାଳନା କରିବା ନିମନ୍ତେ ତାଙ୍କର କୌଣସି ଚିନ୍ତା ନାହିଁ I ସେମାନେ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ ଓ କେବଳ ସହଜ ବିଳାସବ୍ୟସନ ଚାହୁଁଥିଲେ I (ଦେଖ: [[rc://*/ta/man/translate/translate-names]])
|
||
|
|
||
|
# Stoic philosophers
|
||
|
|
||
|
ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ନିଜକୁ ଭାଗ୍ୟ ଉପରେ ଛାଡ଼ିଦେବା ଦ୍ବାରା ମୁକ୍ତି ମିଳିଥାଏ I ସେମାନେ ଏକ ବ୍ୟକ୍ତିଗତ ପ୍ରେମିକ ଈଶ୍ବରଙ୍କୁ ଓ ପୁନରୁତ୍ଥାନକୁ ଅଗ୍ରାହ୍ୟ କଲେ I(ଦେଖ: [[rc://*/ta/man/translate/translate-names]])
|
||
|
|
||
|
# encountered him
|
||
|
|
||
|
ତାହାଙ୍କ ଉପରେ ଘଟିଲା
|
||
|
|
||
|
# Some said
|
||
|
|
||
|
ଦାର୍ଶନିକମାନଙ୍କ ମଧ୍ୟରୁ କେତେକ କହିଥିଲେ
|
||
|
|
||
|
# What is this babbler
|
||
|
|
||
|
ପକ୍ଷୀମାନେ ଖାଦ୍ୟ ଭାବରେ ମଞ୍ଜି ଖୁଣ୍ଟି ଖାଇବା ଭଳି ବିଷୟକୁ ବୁଝାଇବାପାଇଁ “ବାଚାଳ” ଶବ୍ଦ ବ୍ୟବହାର କରାଯାଇଛି I ଏହା ନକରାତ୍ମକ ଭାବରେ ଜଣେ ଲୋକକୁ ବୁଝାଏ, ଯେ କେବଳ ଅଳ୍ପ କିଛି ମାତ୍ର ବିଷୟ ଜାଣିଥାଏ I ଦାର୍ଶନିକମାନେ କହୁଥିଲେ ଯେ ପାଉଲ କେବଳ ଅଳ୍ପ ମାତ୍ର ବିଷୟ ଜାଣିଛି ଯାହା ଶୁଣିବାର ଯୋଗ୍ୟ ନୁହେଁ I ବିକଳ୍ପ ଅନୁବାଦ: “ଏହି ଅଶିକ୍ଷିତ ଲୋକଟା କ’ଣ” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# Others said
|
||
|
|
||
|
ଅନ୍ୟ ଦାର୍ଶନିକମାନେ କହିଲେ
|
||
|
|
||
|
# He seems to be one who calls people to follow
|
||
|
|
||
|
ସେ ଜଣେ ଘୋଷଣାକାରୀ ଭଳି ଦେଖାଯାଉଛନ୍ତି କିମ୍ବା “ସେ ଲୋକମାନଙ୍କୁ ଆପଣା ଦର୍ଶନତତ୍ତ୍ବରେ ଯୋଡ଼ିବା ନିମନ୍ତେ ଏକ ଲକ୍ଷ୍ୟ ନେଇ ବାହାରିଛନ୍ତି”
|
||
|
|
||
|
# strange gods
|
||
|
|
||
|
ଏହା “ଅସଙ୍ଗତ” ମନୋଭାବ ଅନୁସାରେ ନୁହେଁ, ମାତ୍ର “ବିଦେଶୀ” ମନୋଭାବ ଅନୁସାରେ, ତା’ର ଅର୍ଥ, ଗ୍ରୀକ୍ ଓ ରୋମୀୟମାନେ ଯେଉଁ ଦେବତାମାନଙ୍କୁ ଉପାସନା କରନ୍ତି ନାହିଁ କି ଜାଣନ୍ତି ନାହିଁ I
|