16 lines
1.4 KiB
Markdown
16 lines
1.4 KiB
Markdown
|
# Connecting Statement:
|
||
|
|
||
|
ପାଉଲ,ବର୍ଣ୍ଣବ୍ବା, ଯିହୂଦା,ଓ ଶୀଲା ଆନ୍ତିୟଖିଆକୁ ଯାଉଛନ୍ତି I
|
||
|
|
||
|
# So they, when they were dismissed, came down to Antioch
|
||
|
|
||
|
“ସେମାନେ” ଶବ୍ଦ ପାଉଲ, ବର୍ଣ୍ଣବ୍ବା, ଯିହୂଦା ଓ ଶୀଲାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅତଏବ ଯେତେବେଳେ ଏହି ଚାରିଜଣ ବିଦାୟ ନେଲେ, ସେମାନେ ଆନ୍ତିୟଖିଆକୁ ଆସିଲେ”
|
||
|
|
||
|
# when they were dismissed
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ଏହି ଚାରିଜଣକୁ ବିଦାୟ ଦେଲେ” କିମ୍ବା “ଯେତେବେଳେ ଯିରୂଶାଲମର ବିଶ୍ବାସୀମାନେ ସେମାନଙ୍କୁ ପଠାଇଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# came down to Antioch
|
||
|
|
||
|
ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ଆନ୍ତିୟଖିଆ ଯିରୂଶାଲମଠାରୁ ଉଚ୍ଚତାରେ ତଳରେ ଥିଲା I
|