16 lines
1.8 KiB
Markdown
16 lines
1.8 KiB
Markdown
|
# General Information:
|
||
|
|
||
|
“ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ଯିରୂଶାଲମରେ ଥିବା ଯିହୂଦୀମାନଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସମାଜଗୃହରେ ଥିବା ସମସ୍ତ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
|
||
|
|
||
|
# Brothers, children of the line of Abraham ... who worship God
|
||
|
|
||
|
ପାଉଲ ତାଙ୍କର ଯିହୂଦୀ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତି ଶ୍ରୋତାମାନଙ୍କୁ ସମ୍ବୋଧନ କରୁଛନ୍ତି ପୁଣି ସତ୍ୟ ଈଶ୍ବରଙ୍କ ଉପାସକ ଭାବରେ ସେମାନଙ୍କର ବିଶେଷ ସ୍ଥିତିକୁ ସେମାନଙ୍କୁ ମନେ ପକାଇ ଦେଉଛନ୍ତି I
|
||
|
|
||
|
# the message about this salvation has been sent
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଏହି ପରିତ୍ରାଣ ସମ୍ବନ୍ଧୀୟ ସମ୍ବାଦ ପଠାଇଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# about this salvation
|
||
|
|
||
|
“ପରିତ୍ରାଣ” ଶବ୍ଦକୁ “ଉଦ୍ଧାର କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଲୋକମାନଙ୍କର ଉଦ୍ଧାର କରିବେ” (ଦେଖ: [[rc://*/ta/man/translate/figs-abstractnouns]])
|