20 lines
1.9 KiB
Markdown
20 lines
1.9 KiB
Markdown
|
# General Information:
|
||
|
|
||
|
ପ୍ରଥମ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କର” ଶବ୍ଦ ପାଉଲ ଓ ତାହାଙ୍କ ସହ-ଯିହୂଦୀମାନଙ୍କୁ ବୁଝାଏ I “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
|
||
|
|
||
|
# Connecting Statement:
|
||
|
|
||
|
ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହରେ ଥିବା ଲୋକମାନଙ୍କୁ ପାଉଲ ତାଙ୍କର କଥା କହିବା ଆରମ୍ଭ କରୁଛନ୍ତି I ସେ ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣାରୁ ଆପଣାର କଥା ଆରମ୍ଭ କରୁଛନ୍ତି I
|
||
|
|
||
|
# motioned with his hand
|
||
|
|
||
|
ହସ୍ତରେ ସଙ୍କେତ ଦେବାର ଅର୍ଥ ହେଉଛି ଯେ ସେ କହିବାପାଇଁ ପ୍ରସ୍ତୁତ ଅଛନ୍ତି I ବିକଳ୍ପ ଅନୁବାଦ: “ଆପଣା ହସ୍ତ ହଲାଇ ସଙ୍କେତ ଦେଲେ ଯେ ସେ କହିବାପାଇଁ ଯାଉଛନ୍ତି I
|
||
|
|
||
|
# you who honor God
|
||
|
|
||
|
ଏହା ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତିମାନଙ୍କୁ ବୁଝାଏ I “ଆପଣମାନେ ଯେଉଁମାନେ କି ଇଶ୍ରାୟେଲୀୟ ନୁହନ୍ତି କିନ୍ତୁ ଈଶ୍ବରଙ୍କ ଉପାସନା କରନ୍ତି”
|
||
|
|
||
|
# God, listen
|
||
|
|
||
|
ହେ ଈଶ୍ବର, ମୋ କଥା ଶୁଣନ୍ତୁ କିମ୍ବା ""ହେ ଈଶ୍ବର, ମୁଁ ଯାହା କହିବାକୁ ଯାଉଅଛି ଶୁଣନ୍ତୁ”
|