20 lines
1.5 KiB
Markdown
20 lines
1.5 KiB
Markdown
|
# city of Salamis
|
|||
|
|
|||
|
ସଲାମୀ ନଗରଟି କୁପ୍ର ଦ୍ବୀପରେ ଥିଲା I
|
|||
|
|
|||
|
# proclaimed the word of God
|
|||
|
|
|||
|
ଏଠାରେ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ଭାବେ “ଈଶ୍ବରଙ୍କ ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସମ୍ବାଦ ଘୋଷଣା କଲେ” (ଦେଖ: [[rc://*/ta/man/translate/figs-synecdoche]])
|
|||
|
|
|||
|
# synagogues of the Jews
|
|||
|
|
|||
|
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ଯେ ୧) “ସଲାମୀ ନଗରରେ ଅନେକ ଯିହୂଦୀ ସମାଜଗୃହ ଥିଲା ଯେଉଁଠାରେ ବର୍ଣ୍ଣବ୍ବା ଓ ଶାଉଲ ପ୍ରଚାର କରିଥିଲେ” କିମ୍ବା ୨) “ବର୍ଣ୍ଣବ୍ବା ଓ ଶାଉଲ କୁପ୍ର ଦ୍ବୀପର ଚାରିପାଖରେ ଯାତ୍ରା କରୁଥିବା ସମୟରେ ସଲାମୀସ୍ଥିତ ସମାଜଗୃହରୁ ଆରମ୍ଭ କରି ସେମାନେ ପାଇଥିବା ସମସ୍ତ ସମାଜଗୃହ ଗୁଡିକରେ ପ୍ରଚାର କରିଥିଲେ I”
|
|||
|
|
|||
|
# They also had John Mark as their assistant
|
|||
|
|
|||
|
ମାର୍କ ଉପନାମ ପ୍ରାପ୍ତ ଯୋହନ ସେମାନଙ୍କ ସାଙ୍ଗରେ ଯାଇ ସେମାନଙ୍କୁ ସାହାଯ୍ୟ କରୁଥିଲେ
|
|||
|
|
|||
|
# assistant
|
|||
|
|
|||
|
ସାହାଯ୍ୟକାରୀ
|