16 lines
1000 B
Markdown
16 lines
1000 B
Markdown
|
# General Information:
|
||
|
|
||
|
ଏଠାରେ “ସେମାନେ” ଓ ସେମାନଙ୍କର” ଶବ୍ଦଗୁଡ଼ିକ ବର୍ଣ୍ଣବ୍ବା ଓ ଶୀଲାଙ୍କୁ ବୁଝାଏ I
|
||
|
|
||
|
# So
|
||
|
|
||
|
ଏହି ଶବ୍ଦ ଗୋଟିଏ ଘଟଣାକୁ ଚିହ୍ନଟ କରୁଛି ଯାହା ପୂର୍ବର ଗୋଟିଏ ଘଟଣା ସକାଶୁ ଘଟିଥିଲା I ଏହି ଘଟଣାରେ, ପୂର୍ବ ଘଟଣା ହେଉଛି ପବିତ୍ର ଆତ୍ମାଙ୍କ ଦ୍ବାରା ବର୍ଣ୍ଣବ୍ବା ଓ ଶାଉଲ ପୃଥକୀକୃତ ହେବା I
|
||
|
|
||
|
# went down
|
||
|
|
||
|
ଏଠାରେ “ଓହ୍ଲାଇ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ସେଲୂକିଆ ଆନ୍ତିୟଖିଆଠାରୁ ଉଚ୍ଚତାରେ ନିମ୍ନରେ ଥିଲା I
|
||
|
|
||
|
# Seleucia
|
||
|
|
||
|
ସମୁଦ୍ର ଉପକୂଳରେ ଥିବା ଏକ ନଗର
|