or_tn/act/12/06.md

12 lines
1.1 KiB
Markdown
Raw Normal View History

2020-11-19 00:15:53 +00:00
# On the night before Herod was going to bring him out for trial
ହେରୋଦ ଯେ ତାହାଙ୍କୁ ବଧ କରିବା ପାଇଁ ଯୋଜନା କରିଥିଲେ ତାହା ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଦିନ ହେରୋଦ ପିତରଙ୍କୁ କାରାଗାରରୁ ଆଣି ଦୋଷାରୋପ କଲାପରେ ବଧ କରିବାକୁ ଯୋଜନା କରିଥିଲେ, ତା’ ପୂର୍ବ ଦିନ ଏହା ଘଟିଥିଲା” (ଦେଖ: [[rc://*/ta/man/translate/figs-explicit]])
# bound with two chains
ଦୁଇଟି ଜଞ୍ଜିରରେ ବନ୍ଧାଥିଲା କିମ୍ବା “ଦୁଇଟି ଜଞ୍ଜିରରେ ବାନ୍ଧି ରଖାଯାଇଥିଲା I”ପ୍ରତ୍ୟେକ ଜଞ୍ଜିର ପିତରଙ୍କ ପାଖରେ ଥିବା ଜଣେ ଜଣେ ସୈନ୍ୟଙ୍କ ସହିତ ସଂଯୁକ୍ତ ଥିଲା I
# were keeping watch over the prison
କାରାଗାରର ଦ୍ବାର ରକ୍ଷା କରୁଥିଲେ