or_tn/act/12/03.md

20 lines
979 B
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦଟି ହେରୋଦଙ୍କୁ ([ପ୍ରେରିତ ୧୨:୧](../12/01.md)) ବୁଝାଏ I
# After he saw that this pleased the Jews
ଯେତେବେଳେ ହେରୋଦ ଦେଖିଲେ ଯେ ଯାକୁବଙ୍କୁ ବଧ କରିବା ଯିହୂଦୀନେତାମାନଙ୍କୁ ସନ୍ତୁଷ୍ଟ କରିଅଛି
# pleased the Jews
ଯିହୂଦୀନେତାମାନଙ୍କୁ ଖୁସି କରିଥିଲା
# That was
ହେରୋଦ ଏହା କରିଥିଲେ କିମ୍ବା “ଏହା ଘଟିଥିଲା”
# the days of unleavened bread
ଏହା ଯିହୂଦୀ ଧର୍ମର ନିସ୍ତାର ପର୍ବର ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଲୋକମାନଙ୍କ ଖମୀରଶୂନ୍ୟ ରୋଟୀ ଭୋଜନ କରିବାର ପର୍ବ”