or_tn/act/10/27.md

12 lines
974 B
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ “ତାହାଙ୍କୁ” ଶବ୍ଦଟି କର୍ଣ୍ଣୀଲିୟଙ୍କୁ ବୁଝାଏ I ଏଠାରେ :ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ କର୍ଣ୍ଣୀଲିୟ ଏବଂ ଉପସ୍ଥିତ ଥିବା ବିଜାତିମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ପିତର କର୍ଣ୍ଣୀଲିୟଙ୍କ ଗୃହରେ ଏକତ୍ର ହୋଇଥିବା ଲୋକମାନଙ୍କୁ କଥା କହୁଛନ୍ତି I
# many people gathered together
ଅନେକ ବିଜାତି ଲୋକମାନେ ଏକତ୍ର ହୋଇଥିଲେ I ଏହା ସୂଚିତ କରେ ଯେ କର୍ଣ୍ଣୀଲିୟ ଡାକିଥିବା ଏହି ଲୋକମାନେ ବିଜାତି ଥିଲେ I (ଦେଖ: [[rc://*/ta/man/translate/figs-explicit]])