16 lines
1.5 KiB
Markdown
16 lines
1.5 KiB
Markdown
|
# everyone who lived in Lydda and in Sharon
|
||
|
|
||
|
ସେଠାରେ ଥିବା ଅନେକଙ୍କୁ ଦର୍ଶାଇ ଏହା ଏକ ସାଧାରଣ ଅନୁମାନ I ବିକଳ୍ପ ଅନୁବାଦ: “ଲୂଦ ଓ ଶାରୋଣରେ ବାସ କରୁଥିବା ଲୋକମାନେ” କିମ୍ବା “ଅନେକେ ଯେଉଁମାନେ ଲୂଦ ଓ ଶାରୋଣରେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-hyperbole]])
|
||
|
|
||
|
# in Lydda and in Sharon
|
||
|
|
||
|
ଶାରୋଣର ସମତଳ ଅଞ୍ଚଳରେ ଲୂଦ ନଗର ଅବସ୍ଥିତ ଥିଲା I
|
||
|
|
||
|
# saw the man
|
||
|
|
||
|
ଏହା କହିବା ସହାୟକ ହେବା ଯେ ସେ ସୁସ୍ଥ ହେବା ସେମାନେ ଦେଖିଲେ I ବିକଳ୍ପ ଅନୁବାଦ: “ପିତର ସୁସ୍ଥ କରିଥିବା ଲୋକକୁ ସେମାନେ ଦେଖିଲେ”
|
||
|
|
||
|
# and they turned to the Lord
|
||
|
|
||
|
ଏଠାରେ “ପ୍ରଭୁଙ୍କ ପ୍ରତି ଫେରିଲେ” ବାକ୍ୟାଂଶଟି ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କଲେ ବାକ୍ୟ ପାଇଁ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆଉ ସେମାନେ ଆପଣା ଆପଣା ପାପରୁ ମନ ଫେରାଇ ପ୍ରଭୁଙ୍କର ଅଜ୍ଞାବହ ହେବାକୁ ଆରମ୍ଭ କଲେ” (ଦେଖ: [[rc://*/ta/man/translate/figs-metaphor]])
|