or_tn/act/08/27.md

16 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# Behold
“ଦେଖ” ଶବ୍ଦଟି ଘଟଣାରେ ଜଣେ ନୂଆ ଲୋକଙ୍କ ପ୍ରତି ଇଙ୍ଗିତ କରେ I ତୁମ ଭାଷାରେ ହୁଏତ ଏପରି କରିବାର କିଛି ଥାଇପାରେ I (ଦେଖ: [[rc://*/ta/man/translate/writing-participants]])
# eunuch
ଏଠାରେ “ନପୁଂସକ” ଶବ୍ଦଟି କୁଶ୍ ଦେଶୀୟ ଜଣକ ଉଚ୍ଚ ସରକାରୀ କର୍ମଚାରୀ ଥିବାର ଗୁରୁତ୍ବ ଦିଏ, ତାଙ୍କର ଛିନ୍ନ ମୁଷ୍କ ହେବାର ଶାରୀରିକ ଅବସ୍ଥାକୁ ଏତେ ଗୁରୁତ୍ବ ଦିଏ ନାହିଁ I
# Candace
ଏହା କୁଶ୍ ଦେଶୀୟା ରାଣୀଙ୍କର ଏକ ଉପାଧି ଥିଲା I ଏହା ମିଶରର ରାଜାଙ୍କ ପାଇଁ ବ୍ୟବହୃତ ହେଉଥିବା ଫାରୋ ଶବ୍ଦ ସଦୃଶ ଅଟେ I (ଦେଖ: [[rc://*/ta/man/translate/translate-names]])
# He had come to Jerusalem to worship
ଏହା ସୂଚିତ କରେ ଯେ ସେ ଜଣେ ବିଜାତି ଯେ କି ଈଶ୍ବରଙ୍କଠାରେ ବିଶ୍ବାସ କରି ଯିହୂଦୀମାନଙ୍କ ମନ୍ଦିରରେ ଉପାସନା କରିବାପାଇଁ ଆସିଥିଲେ I ବିକଳ୍ପ ଅନୁବାଦ: “ସେ ଯିରୂଶାଲମ ମନ୍ଦିରରେ ଈଶ୍ବରଙ୍କ ଉପାସନା କରିବାପାଇଁ ଆସିଥିଲେ” (ଦେଖ: [[rc://*/ta/man/translate/figs-explicit]])