or_tn/act/08/18.md

4 lines
472 B
Markdown
Raw Normal View History

2020-11-19 00:15:53 +00:00
# the Holy Spirit was given through the laying on of the apostles' hands
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନଙ୍କ ଉପରେ ହସ୍ତାର୍ପଣକରି ପ୍ରେରିତମାନେ ସେମାନଙ୍କୁ ପବିତ୍ର ଆତ୍ମା ଦାନ କଲେ” (ଦେଖ: [[rc://*/ta/man/translate/figs-activepassive]])