or_tn/act/08/05.md

12 lines
1.4 KiB
Markdown
Raw Normal View History

2020-11-19 00:15:53 +00:00
# went down to the city of Samaria
ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଅଛି କାରଣ ଉଚ୍ଚତା ଦୃଷ୍ଟିରୁ ଶମିରୋଣ ଯିରୂଶାଲମଠାରୁ ନିମ୍ନ ଭାଗରେ ଥିଲା I
# the city of Samaria
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୂକ ଅଶା କରୁଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ମୁଖ୍ୟ ନଗର” କିମ୍ବା ) ଲୂକ ଆଶା କରି ନ ଥିଲେ ଯେ ସେ କେଉଁ ନଗର ବିଷୟରେ ଲେଖୁଛନ୍ତି ତାହା ତାଙ୍କର ପାଠକମାନେ ଜାଣନ୍ତୁ I ବିକଳ୍ପ ଅନୁବାଦ: “ଶମିରୋଣର ଏକ ନଗର”
# proclaimed to them the Christ
“ଖ୍ରୀଷ୍ଟ” ଉପାଧିଟି ଯୀଶୁଙ୍କୁ ବୁଝାଏ ଯିଏ କି ମଶୀହ ଅଟନ୍ତି I ବିକଳ୍ପ ଅନୁବାଦ: “ସେମାନଙ୍କୁ କହିଲେ ଯେ ଯୀଶୁ ହିଁ ମଶୀହ ଅଟନ୍ତି” (ଦେଖ: [[rc://*/ta/man/translate/figs-metonymy]])