12 lines
1.3 KiB
Markdown
12 lines
1.3 KiB
Markdown
|
# Connecting Statement:
|
||
|
|
||
|
ଏହା ଫିଲିପ୍ପଙ୍କର ଘଟଣା ଆରମ୍ଭ କରୁଛି ଯାହାଙ୍କୁ ଲୋକମାନେ ଜଣେ ସେବକ ଭାବରେ ମନୋନୀତ କରିଥିଲେ ([ପ୍ରେରିତ ୬:୫](../06/05.md)) I
|
||
|
|
||
|
# who had been scattered
|
||
|
|
||
|
ତାଡ଼ନା, ଯାହା ଛିନ୍ନ ଭିନ୍ନ ହେବାର କାରଣ, ସେ ବିଷୟରେ ଆଗରୁ କୁହାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମହାତାଡ଼ନାରୁ ପଳାୟନ କରି ଚାଲିଯାଇଥିଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# the word
|
||
|
|
||
|
ଏହା “ବାର୍ତ୍ତା” ର ଏକ ପ୍ରତିଶବ୍ଦ I ତୁମକୁ ଏହା ସ୍ପଷ୍ଟ କରିବାକୁ ପଡିପାରେ ଯେ ବାର୍ତ୍ତାଟି ହେଉଛି ଯୀଶୁଙ୍କ ବିଷୟରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ବାର୍ତ୍ତା” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-explicit]])
|