or_tn/act/07/45.md

20 lines
2.6 KiB
Markdown
Raw Normal View History

2020-11-19 00:15:53 +00:00
# our fathers, under Joshua, received the tabernacle and brought it with them
“ଯିହୋଶୂୟଙ୍କ ନେତୃତ୍ବରେ” ବାକ୍ୟାଂଶର ଅର୍ଥ ହେଉଛି ଯେ ସେମାନଙ୍କର ପିତୃପୁରୁଷମାନେ ଯିହୋଶୂୟଙ୍କ ନିର୍ଦ୍ଦେଶକୁ ମାନି ଏହି ସମସ୍ତ ବିଷୟ କରିଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତୃପୁରୁଷଗଣ ଯିହୋଶୂୟଙ୍କ କଥା ଅନୁସାରେ ସାକ୍ଷ୍ୟତମ୍ବୁ ପ୍ରାପ୍ତ ହୋଇ ସେମାନଙ୍କ ସହିତ ଆଣିଲେ”
# God took the land from the nations and drove them out before the face of our fathers
ଏହି ବାକ୍ୟ ଜଣାଏ ଯେ କାହିଁକି ପୂର୍ବପୁରୁଷମାନେ ଦେଶ ଅଧିକାର କରିପାରିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଜାତିଗଣକୁ ଦେଶ ପରିତ୍ୟାଗ କରିବାକୁ ବାଧ୍ୟ କଲେ”
# God took the land ... before the face of our fathers
ଏଠାରେ “ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ” ପୂର୍ବପୁରୁଷ ମାନଙ୍କର ଉପସ୍ଥିତିକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଆମ୍ଭମାନଙ୍କ ପିତୃପୁରୁଷମାନେ ଦେଖୁଥିବା ସମୟରେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” କିମ୍ବା ) “ଯେତେବେଳେ ଆମ୍ଭମାନଙ୍କ ପିତୃପୁରୁଷମାନେ ଆସିଲେ, ଈଶ୍ବର ଜାତିଗଣଠାରୁ ଦେଶ ନେଇ ସେମାନଙ୍କୁ ତଡିଦେଲେ” (ଦେଖ: [[rc://*/ta/man/translate/figs-metonymy]])
# the nations
ଏହା ଇଶ୍ରାୟେଲ ପୂର୍ବରୁ ସେହି ଦେଶରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ପୂର୍ବେ ଏଠାରେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]])
# drove them out
ଦେଶ ପରିତ୍ୟାଗ କରିବାକୁ ସେମାନଙ୍କୁ ବାଧ୍ୟ କଲେ