8 lines
831 B
Markdown
8 lines
831 B
Markdown
|
# Seeing an Israelite being mistreated ... the Egyptian
|
||
|
|
||
|
କ୍ରମକୁ ଆଉଥରେ ସଜାଡି ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଜଣେ ମିଶରୀୟକୁ ଜଣେ ଇଶ୍ରାୟେଲୀୟ ପ୍ରତି ଦୁର୍ବ୍ୟବହାର କରୁଥିବା ଦେଖି, ମୋଶା ଇଶ୍ରାୟେଲୀୟର ପକ୍ଷହୋଇ ଉପଦ୍ରବ କରୁଥିବା ମିଶରୀୟକୁ ଆଘାତ କରି ପ୍ରତିଶୋଧ ନେଲେ” (See: [[rc://*/ta/man/translate/figs-activepassive]])
|
||
|
|
||
|
# striking the Egyptian
|
||
|
|
||
|
ମୋଶା ମିଶରୀୟକୁ ଏତେ ଜୋର୍ ରେ ଆଘାତ କଲେ ଯେ ସେ ମରିଗଲା I
|