12 lines
971 B
Markdown
12 lines
971 B
Markdown
|
# Moses was educated
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ମିଶରୀୟମାନେ ମୋଶାଙ୍କୁ ଶିକ୍ଷିତ କରାଇଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# all the wisdom of the Egyptians
|
||
|
|
||
|
ସେ ମିଶରର ସବୁଠାରୁ ଉତ୍ତମ ଶିକ୍ଷାଳୟରେ ଶିକ୍ଷା ଗ୍ରହଣ କରିଥିଲେ ବୋଲି କହିବା ଗୁରୁତ୍ବ ଦେବା ନିମନ୍ତେ ଏକ ଅତିରଂଜନ I (ଦେଖ: [[rc://*/ta/man/translate/figs-hyperbole]])
|
||
|
|
||
|
# mighty in his words and works
|
||
|
|
||
|
ଆପଣା ବାକ୍ୟରେ ଓ କର୍ମରେ ଦକ୍ଷ ଥିଲେ କିମ୍ବା “ସେ ଯାହା କହୁଥିଲେ ଓ କରୁଥିଲେ, ସେଥିରେ ପ୍ରଭାବଶାଳୀ ଥିଲେ”
|