or_tn/act/07/16.md

8 lines
565 B
Markdown
Raw Normal View History

2020-11-19 00:15:53 +00:00
# They were carried over ... and laid
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାକୁବଙ୍କ ସନ୍ତାନଗଣ ଯାକୁବଙ୍କର ମୃତ ଶରୀର ଓ ତାହାଙ୍କ ପୁତ୍ରମାନଙ୍କ ମୃତ ଶରୀର ନେଲେ ...ଓ ସେମାନଙ୍କୁ କବର ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# for a price in silver
ମୂଲ୍ୟ ଦେଇ