or_tn/act/05/20.md

8 lines
1008 B
Markdown
Raw Normal View History

2020-11-19 00:15:53 +00:00
# in the temple
ଏଠାରେ ଏହି ବାକ୍ୟାଂଶଟି ମନ୍ଦିର ପ୍ରାଙ୍ଗଣକୁ ବୁଝାଏ, ମନ୍ଦିର ଗୃହକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: [[rc://*/ta/man/translate/figs-explicit]])
# all the words of this life
ଏଠାରେ “କଥା” ଶବ୍ଦଟି ପ୍ରେରିତମାନେ ଆଗରୁ ଘୋଷଣା କରିଥିବା ବାର୍ତ୍ତାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଅନନ୍ତ ଜୀବନର ଏ ସବୁ ବାର୍ତ୍ତା” ଅବା ) “ଜୀବନଯାପନର ଏହି ନୂତନ ମାର୍ଗର ସମ୍ପୂର୍ଣ୍ଣ ବାର୍ତ୍ତା” (ଦେଖ: [[rc://*/ta/man/translate/figs-metonymy]])