or_tn/act/02/46.md

12 lines
960 B
Markdown
Raw Normal View History

2020-11-19 00:15:53 +00:00
# they continued with one purpose
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେମାନେ ନିରନ୍ତର ଏକତ୍ର ହେଉଥିଲେ” କିମ୍ବା ) “ ସେମାନେ ସମସ୍ତେ ନିରନ୍ତର ଏକଭାବାପନ୍ନ ଥିଲେ I”
# they broke bread in homes
ରୋଟି ସେମାନଙ୍କ ଭୋଜନର ଏକ ଅଂଶ ଥିଲା I ବିକଳ୍ପ ଅନୁବାଦ: “ସେମାନେ ଘରେ ଘରେ ଏକତ୍ର ଭୋଜନ କରୁଥିଲେ” (ଦେଖ: [[rc://*/ta/man/translate/figs-synecdoche]])
# with glad and humble hearts
ଏଠାରେ “ଚିତ୍ତ” ଜଣେ ବ୍ୟକ୍ତିଙ୍କର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆନନ୍ଦରେ ଓ ସରଳ ଭାବରେ” (ଦେଖ: [[rc://*/ta/man/translate/figs-metonymy]])