20 lines
1.3 KiB
Markdown
20 lines
1.3 KiB
Markdown
|
# General Information:
|
||
|
|
||
|
ଏଠାରେ “ସେମାନେ” ଶବ୍ଦଟି ଜନଗହଳିରେ ଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର କଥା କହୁଥିଲେ I
|
||
|
|
||
|
# Connecting Statement:
|
||
|
|
||
|
ଲୋକମାନେ ପିତରଙ୍କ ବକ୍ତୃତା ଉପରେ ପ୍ରତିକ୍ରିୟା ଦିଅନ୍ତି ଓ ପିତର ସେମାନଙ୍କୁ ଉତ୍ତର ଦିଅନ୍ତି I
|
||
|
|
||
|
# when they heard this
|
||
|
|
||
|
ପିତର କହୁଥିବା କଥା ଯେତେବେଳେ ଲୋକମାନେ ଶୁଣିଲେ
|
||
|
|
||
|
# they were pierced in their hearts
|
||
|
|
||
|
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ପିତରଙ୍କ କଥା ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କଲା” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# pierced in their hearts
|
||
|
|
||
|
ଏହାର ଅର୍ଥ ଏହି ଯେ ଲୋକମାନେ ନିଜକୁ ଦୋଷୀ ଅନୁଭବ କରି ଅତି ଦୁଃଖିତ ହେଲେ I ବିକଳ୍ପ ଅନୁବାଦ: “ଅତିଶୟ ବିଚଳିତ ହେଲେ” (ଦେଖ: [[rc://*/ta/man/translate/figs-idiom]])
|