or_tn/act/02/32.md

8 lines
920 B
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ, ଦ୍ବିତୀୟ ଶବ୍ଦ “ଏହା” ଅନ୍ୟ ଭାଷାରେ କହୁଥିବା ଶିଷ୍ୟମାନଙ୍କୁ ବୁଝାଏ, ଯେତେବେଳେ ସେମାନେ ପବିତ୍ର ଆତ୍ମା ଗ୍ରହଣ କରିଥିଲେ I “ଆମ୍ଭେ” ଶବ୍ଦଟି ଶିଷ୍ୟମାନଙ୍କୁ ଓ ଯେଉଁମାନେ ଯୀଶୁଙ୍କ ମୃତ୍ୟୁ ପରେ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେଲେ ସେମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
# God raised him up
ଏହା ଏକ ରୁଢ଼ି ଅଟେ I ବିକଳ୍ପ ଅନୁବାଦ: “ଈଶ୍ବର ପୁନର୍ବାର ତାହାଙ୍କୁ ଜୀବନ ଦେଲେ” (ଦେଖ: [[rc://*/ta/man/translate/figs-idiom]])