20 lines
2.6 KiB
Markdown
20 lines
2.6 KiB
Markdown
|
# by God's predetermined plan and foreknowledge
|
|||
|
|
|||
|
ବିଶେଷ୍ୟ ପଦ “ସଂକଳ୍ପ” ଓ “ପୂର୍ବ ଜ୍ଞାନ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହାର ଅର୍ଥ ହେଉଛି ଈଶ୍ବର ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ ଯେ ଯୀଶୁଙ୍କ ପ୍ରତି କଅଣ ଘଟିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ବର କଅଣ ଘଟିବ ସେ ସମସ୍ତ ବିଷୟ ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ” (ଦେଖ: [[rc://*/ta/man/translate/figs-abstractnouns]])
|
|||
|
|
|||
|
# This man was handed over
|
|||
|
|
|||
|
ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା: ୧) ”ତୁମ୍ଭେମାନେ ଯୀଶୁଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କଲ” କିଅବା ୨) “ଯିହୂଦା ଯୀଶୁଙ୍କୁ ତୁମ୍ଭମାନଙ୍କ ନିକଟରେ ସମର୍ପଣ କଲା I” (ଦେଖ: [[rc://*/ta/man/translate/figs-activepassive]])
|
|||
|
|
|||
|
# you, by the hand of lawless men, put him to death by nailing him to a cross
|
|||
|
|
|||
|
ଯଦିଓ “ଅଧାର୍ମିକ ଲୋକମାନେ” ପ୍ରକୃତରେ ଯୀଶୁଙ୍କୁ କ୍ରୁଶାର୍ପିତ କଲେ, ପିତର ଉପସ୍ଥିତ ଜନତାକୁ ତାହାଙ୍କୁ ବଧ କରିବାର ଦୋଷାରୋପ କରୁଛନ୍ତି, ଯେହେତୁ ସେମାନେ ତାହାଙ୍କର ମୃତ୍ୟୁ ଦାବୀ କରିଥିଲେ I
|
|||
|
|
|||
|
# by the hand of lawless men
|
|||
|
|
|||
|
ଏଠାରେ “ହସ୍ତ” ଅଧାର୍ମିକ ଲୋକମାନଙ୍କର କର୍ମକୁ ବୁଝାଏ I ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର କର୍ମ ଦ୍ବାରା” କିମ୍ବା “ଅଧାର୍ମିକ ଲୋକମାନେ ଯାହା କଲେ ତଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])
|
|||
|
|
|||
|
# lawless men
|
|||
|
|
|||
|
ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) ଅବିଶ୍ବାସୀ ଯିହୂଦୀମାନେ ଯେଉଁମାନେ ଯୀଶୁଙ୍କୁ ଅପରାଧ କରିଥିବାର ଦୋଷାରୋପ କଲେ କିମ୍ବା ୨) ରୋମୀୟ ସୈନ୍ୟମାନେ ଯେଉଁମାନେ ଯୀଶୁଙ୍କୁ ବଧ କରିବାର କାର୍ଯ୍ୟ କଲେ I
|