20 lines
1.5 KiB
Markdown
20 lines
1.5 KiB
Markdown
|
# Connecting Statement:
|
||
|
|
||
|
ପିତର ପେଣ୍ଟିକଷ୍ଟ ଦିନରେ ଉପସ୍ଥିତଥିବା ଯିହୂଦୀମାନଙ୍କୁ ଆପଣାର ବକ୍ତୃତା ଦେବା ଆରମ୍ଭ କରୁଛନ୍ତି I
|
||
|
|
||
|
# stood with the eleven
|
||
|
|
||
|
ପିତରଙ୍କ କଥାକୁ ସମର୍ଥନ କରି ସମସ୍ତ ପ୍ରେରିତମାନେ ଠିଆ ହେଲେ I
|
||
|
|
||
|
# raised his voice
|
||
|
|
||
|
“ଉଚ୍ଚ ସ୍ବରରେ କହିଲେ” ବାକ୍ୟାଂଶ ପାଇଁ ଏହା ଏକ ରୁଢି I (ଦେଖ: rc://*/ta/man/translate/figs-idiom)
|
||
|
|
||
|
# let this be known to you
|
||
|
|
||
|
ଏହାର ଅର୍ଥ ଏହି ଯେ ପିତର ଲୋକମାନେ ଦେଖିଥିବା ବିଷୟର ଅର୍ଥକୁ ବୁଝାଇବାକୁ ଯାଉଛନ୍ତି I ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଜାଣ” କିମ୍ବା “ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇ ଦିଏ” (ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# pay attention to my words
|
||
|
|
||
|
ପିତର ନିଜେ ଯାହା କହୁଥିଲେ ତାହା ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି ତାହା ଧ୍ୟାନ ଦେଇ ଶୁଣ” (ଦେଖ: [[rc://*/ta/man/translate/figs-metonymy]])
|