or_tn/2jn/01/06.md

4 lines
832 B
Markdown
Raw Normal View History

2020-11-19 00:15:53 +00:00
# This is the commandment, just as you heard from the beginning, that you should walk in it
ଈଶ୍ବରଙ୍କ ଅଜ୍ଞା ଅନୁସାରେ ଆମ୍ଭମାନଙ୍କ ଜୀବନକୁ ପରିଚାଳନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ଆମ୍ଭେମାନେ ସେମାନଙ୍କ ସହିତ ଚାଲୁଥିଲୁ । “ଏହା” ଶବ୍ଦଟି ପ୍ରେମକୁ ଦର୍ଶାଏ । “ଏବଂ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, ଯେହେତୁ ତୁମ୍ଭେମାନେ ପ୍ରଥମେ ବିଶ୍ବାସ କଲ, ପରସ୍ପରକୁ ପ୍ରେମ କରିବା ନିମନ୍ତେ” (ଦେଖ:[[rc://*/ta/man/translate/figs-metaphor]])