or_tn/1co/05/03.md

8 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# I am present in spirit
ମୁଁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି । ସେମାନଙ୍କ ସହିତ ଆତ୍ମାରେ ରହିବା ଏହାର ନିଦର୍ଶନ ଯେ ସେ ସେମାନଙ୍କର ତତ୍ତ୍ବାବଧାନ କରୁଛନ୍ତି ବା ସେମାନଙ୍କ ସହିତ ରହିବା ପାଇଁ ଛାହୁଁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କ ବିଷୟରେ ଚିନ୍ତା କରୁଅଛି” ବା “ମୁଁ ତୁମ୍ଭମାନଙ୍କ ସହିତ ରହିବାକୁ ଚାହୁଛି”
# I have already passed judgment on the one who did this
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) “ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଛି ତାହା ସହିତ ତୁମ୍ଭେମାନେ କ’ଣ କରିବା ଉଚିତ୍ ତାହା ମୁଁ ନିର୍ଣ୍ଣୟ କରିଅଛି” ବା ) “ଯେଉଁ ବ୍ୟକ୍ତି ଏହି ଅପରାଧ କରିଛି ତାହାକୁ ମୁଁ ଅପରାଧୀ ଗଣନା କରୁଛି”